କୌନ୍ତେୟ Ka̲u̲nteya

  • ସଂ. ବି. ପୁଂ (କୁନ୍ତୀ+ଅପତ୍ୟାର୍ଥେ. ଏୟ) — କୁନ୍ତୀଙ୍କ ପୁତ୍ର (ଯୁଧିଷ୍ଠିର, ଭୀମ ଓ ଅର୍ଜୁନ) — The three elder Pāṇḍaba-brothers; sons of Kuntī
  • ସଂ. ବି. ପୁଂ (କୁନ୍ତୀ+ଅପତ୍ୟାର୍ଥେ. ଏୟ) — ଅର୍ଜୁନବୃକ୍ଷ — Terminalia Arjuna (tree)