କୌତସ୍କୁତ Ka̲u̲taskuta

  • ସଂ. ବିଣ. (ସଂ. କୁତଃ=କେଉଁଠାରୁ+କୁତ= କେଉଁଠାରୁ+ଭାବାର୍ଥେ. ଅ) — କେଉଁ କେଉଁ ସ୍ଥାନରେ ଜାତ; କୌଣସି କୌଣସି ସ୍ଥାନରେ ଉତ୍ପନ୍ନ — Produced or available or made in certain places