କୌକ୍କୁଟିକ Ka̲u̲kkuṭika
- ସିଂ. ବି. ପୁଂ. (କୁକ୍କୁଟ+ସମ୍ବନ୍ଧାର୍ଥେ. ଇକ) — କୁକୁଡ଼ା ପାଳିବା ଯାହାର ବ୍ଯବସାୟ — A Poulterer
- ସିଂ. ବି. ପୁଂ. (କୁକ୍କୁଟ+ସମ୍ବନ୍ଧାର୍ଥେ. ଇକ) — ଯେଉଁ ସନ୍ନ୍ୟାସୀ ପୋକଯୋକଙ୍କୁ ଗୋଡ଼ରେ ମାଡ଼ି ପକାଇବା ଭୟରେ ସବୁବେଳ ତଳକୁ ଚାହିଁ ଚାହିଁ ଚାଲେ — A mendicant who always walks by fixing his eyes on the ground lest he tread on any worm
- ସିଂ. ବି. ପୁଂ. (କୁକ୍କୁଟ+ସମ୍ବନ୍ଧାର୍ଥେ. ଇକ) — ମିଥ୍ୟାଚାରୀ ବ୍ଯକ୍ତି — A hypocrite