କୋ Ko

  • ପ୍ରାଦେ. (ଗଞ୍ଜାମ ଓ ସମ୍ବଲପୁର) ସର୍ବ (ସଂ. କିମ୍) କେଉଁ — What; which
  • ବୈଦେ. (ଇଂ.) ବି. ସାଂକେତିକ ଚିହ୍ନ — କୋମ୍ପାନୀ ବା ବାଣିଜ୍ୟ— ସଂଘ—(ଯଥା. ବ୍ରଜଲାଲ ଲାଭଜୀ ଆଣ୍ଡ୍ କୋ) — An abbreviation for 'Company' (e.g. Vrajalal Lavji & Co.)