କୋଡ଼ିହଣା Koṟḍ̠ihaṇā

  • ଦେ. ବି. — କୋଡ଼ିଦ୍ୱାରା ମାଟି ହାଣିବା କାର୍ଯ୍ୟ — The act of cutting the earth with a spade
  • ଦେ. ବି. — [ଦ୍ର—ଏହା ବିଶେଷ ଶ୍ରମସାଧ୍ୟ କାର୍ଯ୍ୟ ଥିବାରୁ ଲୋକେ କହନ୍ତି—'କୋଡ଼ିହଣା ଠାରୁ ମିହନ୍ତ ନାହିଁ'।]