କୋଡ଼ି ବେଣ୍ଟ Koṟḍ̠i beṅṭa
- ଦେ. ବି. (ସଂ. କୁଦ୍ଦାଳ+ବୃନ୍ତ) — କୋଡ଼ିରେ ଲାଗିଥିବା କାଠର ବେଣ୍ଟ (ଯାହାକୁ ଧରି ମାଟି ହାଣନ୍ତି) — The handle of a spade
- ଦେ. ବି. (ସଂ. କୁଦ୍ଦାଳ+ବୃନ୍ତ) — [ଦ୍ର—କୋଡ଼ିର ମୁଠାର ଛିଦ୍ର (ପଷା) ଯେବେ ଉପରମୁହାଁ ହୋଇଥାଏ, ତେବେ କୋଡ଼ିବେଣ୍ଟା ଉପରକୁ ଉଠିଥାଏ। କୋଡ଼ିର ଏ ଅବସ୍ଥାକୁ 'ସଗା' କହନ୍ତି, ତଳମୁହାଁ ହୋଇଥିଲେ; କୋଡ଼ିର ବେଣ୍ଟ ତଳକୁ ପଡ଼ିଯାଏ—ଏ ଅବସ୍ଥାକୁ 'ତୁଳା' କହନ୍ତି।]