କୋଡ଼ି ପଡ଼ିବା Koṟḍ̠i paṟḍ̠ibā

  • ଦେ. କ୍ରି. (ଶିଶୁ ବଚନ) — ଗଣନା କରୁ କରୁ କୌଣସି ବସ୍ତୁ ବା ବ୍ଯକ୍ତିଠାରେ 'କୋଡ଼ିଏ' ଗଣତି ପୂର୍ଣ୍ଣ ହେବା — (used by children) The counting being stopped at the 20th number
  • ଦେ. କ୍ରି. (ଶିଶୁ ବଚନ) — ବିପଦ ପଡ଼ିବା — The happening of a calamity