କୋଡ଼ାକୋଡ଼ି Koṟḍ̠ākoṟḍ̠i
- ଦେ. ଅ — ଅନ୍ଯୋଽନ୍ୟରେ ମାଡ଼ମରାମରି; ପିଟାପିଟି; ଛେଚାଛେଚି — Mutual assault; affray; striking one another
- ଦେ. ଅ — ପୁଣ ଧରନ୍ତି ପୁଣ ଛାଡ଼ି, ହୁଅନ୍ତି ମୁଣ୍ଡ କୋଡ଼ କୋଡ଼ି। ଜଗନ୍ନାଥ, ଭାଗବତ।
- ଦେ. ଅ — କୋଡ଼ିରେ ଉତ୍ତମରୂପେ ଲେଉଟପାଉଟ କରି ମାଟି ଖୋଳିବା କର୍ମ — Thoroughly turning up earth with a spade