କୋଡ଼ାକୋଡ଼ା Koṟḍ̠ākoṟḍ̠ā

  • ଦେ. ବିଣ — କୋଡ଼ିହଣା ହେଲା ଭଳି ଦେଖାଯିବା (ଧଳା ମେଘ); ବାଇଗଣକୋଡ଼ା (ମେଘ); ପୁଳାପୁଳା ଭିଣାତୁଳା ଭଳି ଦେଖାଯିବା (ମେଘ) — Looking like clods of earth thrown up by a spade in a field (said of white cirrus cloud; called also the mackerel or cirro-stratus cloud)
  • ଦେ. ବିଣ — (ଯଥା—ମେଘ କୋଡ଼ାକୋଡ଼ା କଲାଣି।)
  • ଦେ. ବିଣ — [ଦ୍ର—ଏପରି ମେଘ ଦେଖା ଗଲେ ଶୀଘ୍ର ବର୍ଷା ହେବାର ଆଶା ନ ଥାଏ ବୋଲି ଚଷାମାନେ କହନ୍ତି।]