କୋଡ଼ମାକଡ଼ିଆ Koṟḍ̠amākaṛḍ̠iā
- ଦେ. ବିଣ — ରୋଗାଦି ହେତୁରୁ ବିକୃତ ହୋଇ— ଥିବା (ଫଳ) — (fruit) Deformed owing to some disease
- ଦେ. ବିଣ — ହିଡ଼କତି କଲାବେଳେ କିମ୍ବା ବନ୍ଧକୁ କୋଡ଼ିଆଦି ଦ୍ୱାରା କାଟିଲା ବେଳେ ଗୋଟାଏ ପାଖ ବେଶି ଓ ଗୋଟାଏ ପାଖ କମି ହୋଇ ହଣାଯାଇଥିବା (ବନ୍ଧ ବା ହିଡ଼) — Irregularly cut (ridge of a field)
- ଦେ. ବିଣ — ଖୋଳିବା ବେଳେ ଗୋଟିଏ କଡ଼ କୋରଡ଼ ହୋଇଥିବା (ଗାତ ବା ଖଣି) — (a pit) Which has been hollowed more on one side