କୋଡ଼ଗାତ Koṟḍ̠agāta

  • ଦେ. ବି. (ସଂ. କ୍ରୋଡ୍ ଓ ଗର୍ତ୍ତ) — କ୍ରୋଡ଼ ଓ ଜଘଂ ମଧ୍ୟରେ ଥିବା ସନ୍ଧି; ଜଘଂ ଓ ଜନନେନ୍ଦିୟର ମଧ୍ୟବର୍ତ୍ତୀ ସନ୍ଧିଦ୍ୱୟ — Groin; the part of body or cavity between the thighs and the private organ; hip-joint