କୋଡ଼ ଖାଲି ହେବା Koṟḍ̠a khāli hebā

  • ଦେ. ବି. — ସ୍ତ୍ରୀ କ୍ରୋଡ଼ ଶିଶୁଶୂନ୍ଯ ହେବା; କୋଡ଼ପୋଛା ପିଲା ମରିଯିବା — A mother's lap becoming empty by the death of an infant; death of one's infant
  • ଦେ. ବି. — ସ୍ୱାମୀର କ୍ରୋଡ଼ ସ୍ତ୍ରୀଶୂନ୍ଯ ହେବା; ଯୁବତୀ ସ୍ତ୍ରୀର ମୃତ୍ୟୁ ଘଟିବା — A husband's lap becoming empty by the death of a young wife; death of one's young wife
  • ଦେ. ବି. — ସ୍ତ୍ରୀବିଚ୍ଛେଦରେ ସ୍ୱାମୀର ବା ସ୍ୱାମୀର ବିଚ୍ଛେଦରେ ସ୍ତ୍ରୀ ଏକାକୀ ଶୟନ କରିବା ଅବସ୍ଥା — The state of a husband or wife living alone without the partner being near by