କୋଡ଼ Koṟḍ̠a
- ଦେ. ବି. (ସଂ. କ୍ରୋଡ଼) — ଉତ୍ସଙ୍ଗ; କୋଳ; (ବସି କରି ଦୁଇ ଗୋଡ଼କୁ ଭୂମିରେ ଲମ୍ବାଇଲେ) ପେଟ ତଳୁ ଆଣ୍ଠୁ ପର୍ଯ୍ୟନ୍ତ ସ୍ଥାନ — The lap
- ଦେ. ବି. (ସଂ. କ୍ରୋଡ଼) — କୋଡ଼ିଦ୍ୱାରା ମାଟି ହାଣିବାର ପ୍ରକ୍ରିୟା — The operation of cutting earth with spade; spading
- ଦେ. ବି. (ସଂ. କ୍ରୋଡ଼) — (ଯଥା—ସାରୁଜମି ଏ ମାସରେ ଦୁଇ କୋଡ଼ ପାଇଲାଣି।)
- ଦେ. ବି. — କୋଢ଼ (ଦେଖ) — Koṟḍ̠ẖa (See)