କୋହରେଇବା Kohareibā

  • ଗ୍ରା. କ୍ରି. (ସଂ. କ୍ରୋଧ; କୁହର; ହିନ୍ଦି; କୁହରାମ= ବିଳାପ) — ବହୁକ୍ଷଣ ଅତ୍ୟନ୍ତ ବିକଳ ହୋଇ ବା ଶକେଇ କାନ୍ଦିବା; କଇଁ କଇଁ ହେଇ କାନ୍ଦିବା) — To send forth repeated wails