କୋହରିବା Koharibā

  • ଗ୍ରା. କ୍ରି. (ସଂ. କ୍ରୋଧ; ତୁଳ. ହି କୁହନା; କୋହନା= ରାଗିବା, ରୁଷିବା) — ଅସନ୍ତୋଷରେ ବିକଳ ହୋଇ କାନ୍ଦିବା; କନ୍ଦାକଟା କରିବା; ଶକେଇ ହେବା; ଘୁମୁରି କରି କାନ୍ଦିବା — To complain bewailingly; to lament loudly and long