କୋଷ୍ଠାଗ୍ନି Koshṭhāgni

  • ସଂ. ବି. (ମ. ପ. ଲୋ; କୋଷ୍ଠସ୍ଥ ଅଗ୍ନି) — ଜଠରାଗ୍ନି; ଶରୀରାଭ୍ୟନ୍ତରସ୍ଥ ଖାଦ୍ୟଜୀର୍ଣ୍ଣକାରୀଶକ୍ତି — The dogestive fire; gastric juice
  • ସଂ. ବି. (ମ. ପ. ଲୋ; କୋଷ୍ଠସ୍ଥ ଅଗ୍ନି) — [ଦ୍ର—ଆଧୁନିକ ବିଜ୍ଞାନ ମତରେ ଗୋଟିଏ ଅନ୍ତର୍ଦେହିକ ରସଦ୍ୱାରା ଖାଦ୍ୟବସ୍ତୁମାନ ଜୀର୍ଣ୍ଣ ହୋଇ ରକ୍ତ ଓ ମଳାଦିରେ ପରିଣତ ହୁଏ।]