କୋଷ୍ଠପାଳ Koshṭhapāḻa
- କୋଷ୍ଠ+ପାଳି ଧାତୁ+କର୍ତ୍ତୃ. ଅ; ତୁଳ. ଇଂ. କନ୍ଷ୍ଟେବଲ୍) — କଟୁଆଳ; ଦୁର୍ଗରକ୍ଷକ — Warder of a fort
- କୋଷ୍ଠ+ପାଳି ଧାତୁ+କର୍ତ୍ତୃ. ଅ; ତୁଳ. ଇଂ. କନ୍ଷ୍ଟେବଲ୍) — କନିଷ୍ଟବଲ୍; ପହରାବାଲା; ଜଗୁଆଳି — A guard; watch-man; constable
- କୋଷ୍ଠ+ପାଳି ଧାତୁ+କର୍ତ୍ତୃ. ଅ; ତୁଳ. ଇଂ. କନ୍ଷ୍ଟେବଲ୍) — ଧନାଗାରର ରକ୍ଷକ — Treasurer; treasury-guard
- କୋଷ୍ଠ+ପାଳି ଧାତୁ+କର୍ତ୍ତୃ. ଅ; ତୁଳ. ଇଂ. କନ୍ଷ୍ଟେବଲ୍) — ଭଣ୍ଡାର ରକ୍ଷକ — Store-keeper; steward