କୋଷ୍ଠକ Koshṭhaka

  • ସଂ. ବି. (କୋଷ୍ଠ+ସ୍ୱାର୍ଥେ. କ) — ଧାନକୋଠି; ଅମାର; ଶସ୍ୟାଗାର — Granary
  • ସଂ. ବି. (କୋଷ୍ଠ+ସ୍ୱାର୍ଥେ. କ) — ପାଚିରି; ପର୍ଛିତ୍ — Compound wall; a surrounding wall
  • ସଂ. ବି. (କୋଷ୍ଠ+ସ୍ୱାର୍ଥେ. କ) — ଗୋମେଷାଦି ପାଣି ପିଇବା ପାଇଁ ନିର୍ମିତ ଇଟାର କୁଣ୍ଡ — A brick-trough for watering cattle
  • ସଂ. ବି. (କୋଷ୍ଠ+ସ୍ୱାର୍ଥେ. କ) — କାଗଜ ଆଦି ଉପରେ ଅଙ୍କିତ ବହୁତ ଘରା ଥିବା କ୍ଷେତ୍ର; ସାରଣୀ (ହି. ଶବ୍ଦସାଗର) — A drawing drawn on paper etc. containing many enclosed spaces or figures
  • ସଂ. ବି. (କୋଷ୍ଠ+ସ୍ୱାର୍ଥେ. କ) — ଲେଖାରେ ବ୍ଯବହୃତ ବନ୍ଧନୀ ଚିହ୍ନ — The signs of brackets