କୋଷ୍ଟ୍କେନାଲ Koshṭkenāl
- ବୈଦେ. ବି. (ଇଂ) — ଓଡ଼ିଶାର ସମୁଦ୍ରକୂଳେକୂଳେ ଖୋଳାଯାଇଥିବା ଗୋଟିଏ ନାଳ — The Coast- canal of Orissa
- ବୈଦେ. ବି. (ଇଂ) — [ଦ୍ର—ଏହି କେନାଲ କଟକ ଜିଲ୍ଲାର ତାଳଦଣ୍ଡା ଠାରୁ କଲିକତା ନିକଟବର୍ତ୍ତୀ ଗେୱାଁଖାଲି ଯାଏ ପଡ଼ିଅଛି, ଓଡ଼ିଶାରେ ରେଲ ହୋଇ ନ ଥିବା ବେଳେ ଏହି କେନାଲ୍ରେ କଟକଠାରୁ କଲିକତା ଆଡ଼କୁ ନୌବାଣିଜ୍ୟ ଚଳୁ ଥିଲା, ଏହି କେନାଲ୍ଦ୍ୱାରା କୃଷିର ବିଶେଷ ଉପକାର ହୁଏ ନାହିଁ।]