କୋଷ୍ଟା Koshṭā

  • ଗ୍ରା. ବି. (ସଂ. କୋଷ୍ଠ) — କୋଷ୍ଠା (ଦେଖ) — Koshṭhā (See)
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଷ) — ତସର ଖୋଷାରୁ ସୂତା ବାହାର କରି ମଠା ବୁଣିବା ତନ୍ତୀ ଜାତି। (ଏମାନେ ସାଧାରଣ ତନ୍ତୀଙ୍କ ପରି ଅସ୍ପୃଶ୍ୟ ନୁହନ୍ତି) — A class of touchable weavers of coarse silk cloth of Sambalpur