କୋଷାତକ Koshātaka

  • ସଂ. ବି. (କୋଷ+ଅତ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅକ) — ଜହ୍ନି ଫଳ ଓ ଲତା — Luffa Acutangula (fruit and creeper)
  • ସଂ. ବି. (କୋଷ+ଅତ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅକ) — କେଶ; ବାଳ — Hair