କୋଷା Koshā

  • ଦେ. ବି (ସଂ. କୋଷ) — ଖୋଷା; ରେସମ ବା ପୋକ ଆଦିଙ୍କ ଗୋଟୀ — Silk-cocoon
  • ଦେ. ବି (ସଂ. କୋଷ) — ଯେସନେ କୀଟ କୋଷକାରୀ କୀଟକେ କୋଷା ଏକ ପରି—ଭୂପତି, ପ୍ରେମପଞ୍ଚାମୃତ।