କୋଷସ୍ଥ Koshsatha

  • ସଂ. ବିଣ. (କୋଷ+ ସ୍ଥା ଧାତୁ+କର୍ତ୍ତୃ. ଅ) — କୋଷ ମଧ୍ୟରେ ଥିବା — Lying in or enclosed within a shell or other covering
  • ସଂ. ବିଣ. (କୋଷ+ ସ୍ଥା ଧାତୁ+କର୍ତ୍ତୃ. ଅ) — ଯେଉଁ ଜୀବମାନେ ଖୋଳ ଭିତରେ ଥାଆନ୍ତି (ଯଥା— ଶଙ୍ଖ, ଗେଣ୍ଡା, ସାମୁକା) — (animals) Having a shell or crust; crustacean