କୋଷକାର Koshakāra

  • ସଂ. ବି. ପୁଂ (କୋଷ+କୃ ଧାତୁ+ କର୍ତ୍ତୃ. ଅ) — ଅଭିଧାନକାର; ଅଭିଧାନଗ୍ରନ୍ଥର ସଂକଳୟିତା — A lexicographer
  • ସଂ. ବି. ପୁଂ (କୋଷ+କୃ ଧାତୁ+ କର୍ତ୍ତୃ. ଅ) — ଖଣ୍ଡାର ଖାପ ତିଆରି କଲାବାଲା — A maker of scabbards
  • ସଂ. ବି. ପୁଂ (କୋଷ+କୃ ଧାତୁ+ କର୍ତ୍ତୃ. ଅ) — ଗୋଟି ମଧ୍ୟରେ ଥିବା ରେସମ ପୋକ — Silk-worm while living inside the cocoon
  • ସଂ. ବି. ପୁଂ (କୋଷ+କୃ ଧାତୁ+ କର୍ତ୍ତୃ. ଅ) — ପ୍ରଜାପତିର ପୂର୍ବାବସ୍ଥା — Chrysalis
  • ସଂ. ବି. ପୁଂ (କୋଷ+କୃ ଧାତୁ+ କର୍ତ୍ତୃ. ଅ) — ଇକ୍ଷୁ; ଆଖୁ — Sugar-cane