କୋଶିଆ Koṡiā

  • ଦେ. ବିଣ. 1 । (ସଂ. କ୍ରୋଶ; ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ଲାଗେ) — ଏତେ କୋଶବ୍ୟାପୀ — 1. Occupying (so many) kroṡes
  • ଦେ. ବିଣ. 1 । (ସଂ. କ୍ରୋଶ; ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ଲାଗେ) — (ଯଥା—ସାତକୋଶିଆ ଗଣ୍ଡ।)
  • ଦେ. ବିଣ. 1 । (ସଂ. କ୍ରୋଶ; ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ଲାଗେ) — କୋଷିଆ (ଦେଖ) — Koshiā (See)