କୋଶଳି Koṡaḻi
- ଦେ. ବି — ଏକାଧିକ କାଠପଟାଦ୍ୱାରା ନିର୍ମିତ ମଧ୍ୟମାକାର ଡଙ୍ଗା; ଛୋଟ ପଟତନ ଡଙ୍ଗା — A medium-sized country- boat overlaid with planks
- ଦେ. ବି — [ଦ୍ର—ଖଣ୍ଡେ କାଠରେ ତିଆରି ହୋଇଥିବା ଡଙ୍ଗାର ନାମ କାଠୁଆ ବା ହୁଲି; ଏକାଧିକ ପଟାରେ ତିଆରି ଓ ଉପରେ ପଟା ବିଛାହୋଇଥିବା ବଡ଼ ଆକାରର ଡଙ୍ଗାର ନାମ ପଟତନ; ଛୋଟ ଆକାରର ଡଙ୍ଗା କୋଶଳି।]