କୋଶ (ଇତ୍ୟାଦି) Koṡa (etc)
- ସଂ. ବି — କୋଷ ଇତ୍ୟାଦି (ଦେଖ) — Kosha etc (See)
- ଦେ. ବି. (ସଂ. କ୍ରୋଶ) — ଆଠ ହଜାର ହାତ ପରିମାଣ — A distance of 8000 cubits
- ଦେ. ବି. (ସଂ. କ୍ରୋଶ) — [ଦ୍ର—ଆଜିକାଲି ସାଧାରଣତଃ ଇଂରାଜି ଦୁଇ ମାଇଲ୍ରେ ଏକ କୋଶ ବୋଲି ଧରାଯାଏ। ଇଂରାଜି ଦୁଇ ମାଇଲ୍= 1760 ରାଜx 2x2=7040 ହାତ। ତେଣୁ ଏକକୋଶକୁ ପ୍ରାୟ ଦୁଇ ମାଇଲ୍ କହିବା ସଙ୍ଗତ। ଆଗେ ଏ ଦେଶରେ ରାଜଦାଣ୍ଡ ପାର୍ଶ୍ୱରେ ଦୂରତ୍ୱଜ୍ଞାପକ କୈଣସି ଚିହ୍ନ ନ ଥିଲା, ପଥିକମାନେ ଗୋଟିଏ ଗଛର ଡାଳ ଭଙ୍ଗି ହାତରେ ଧରି ବାଟ ଚାଲୁଥିଲେ, ଯେଉଁଠାରେ ସେ ଡାଳର ପତ୍ର ଝାଉଁଳି ପଡ଼ୁଥିଲା, ସେଠାରେ ଏକ କୋଶ ହେଲା ବୋଲି ଜଣା ଯାଉଥିଲା, ଏହିଭଳି କୋଶକୁ 'ଡାଳଭଙ୍ଗା' କୋଶ କହନ୍ତି। ଡାଳଭଙ୍ଗା କୋଶକ ପ୍ରାୟ ଇଂରାଜି ତିନି ମାଇଲ୍।] — [ଦ୍ର—ଆଜିକାଲି ସାଧାରଣତଃ ଇଂରାଜି ଦୁଇ ମାଇଲ୍ରେ ଏକ କୋଶ ବୋଲି ଧରାଯାଏ ଇଂରାଜି ଦୁଇ ମାଇଲ୍=1760ରାଜx2x2=7040ହାତ ତେଣୁ ଏକକୋଶକୁ ପ୍ରାୟ ଦୁଇ ମାଇଲ୍ କହିବା ସଙ୍ଗତ ଆଗେ ଏ ଦେଶରେ ରାଜଦାଣ୍ଡ ପାର୍ଶ୍ୱରେ ଦୂରତ୍ୱଜ୍ଞାପକ କୈଣସି ଚିହ୍ନ ନ ଥିଲା, ପଥିକମାନେ ଗୋଟିଏ ଗଛର ଡାଳ ଭଙ୍ଗି ହାତରେ ଧରି ବାଟ ଚାଲୁଥିଲେ, ଯେଉଁଠାରେ ସେ ଡାଳର ପତ୍ର ଝାଉଁଳି ପଡ଼ୁଥିଲା, ସେଠାରେ ଏକ କୋଶ ହେଲା ବୋଲି ଜଣା ଯାଉଥିଲା, ଏହିଭଳି କୋଶକୁ 'ଡାଳଭଙ୍ଗା' କୋଶ କହନ୍ତି ଡାଳଭଙ୍ଗା କୋଶକ ପ୍ରାୟ ଇଂରାଜି ତିନି ମାଇଲ୍]