କୋଳିମଇ Koḻimai

  • ପ୍ରାଦେ. (ଗଡ଼ଜାତ) ବି. — ଏକପ୍ରକାର ମଇଗଛ (ଏହାର କାଠରେ ଖୋଳରେ ଢୁମ୍ପାଯନ୍ତ୍ର ତିଆରି ହୁଏ) — A kind of wild tree