କୋଳଥିଆ ନାଗ Koḻathiā nāga

  • ଦେ. ବି — କୋଳଥ ପରି ମାଟିଆ ରଙ୍ଗ ବିଶିଷ୍ଟ ନାଗ ସାପ — A Nāga cobra of reddish brown colour
  • ଦେ. ବି — ଗୋଟିଏ ଲମ୍ବ କୋଳଥିଆ ନାଗ ବୁଲୁଥିଲା। ଫକୀରମୋହନ, ଛମାଣୁଆଠଗୁଣ୍ଠ।