କୋରିହୋବା Korihebā

  • ଦେ. ବି — ପେଟଭିତର କାମୁଡ଼ି କାମୁଡ଼ି ହୋଇ ପତଳା ଝାଡ଼ା ହେବା — Passing of loose stools following griping sensation in the abdomen
  • ଦେ. ବି — (ଲକ୍ଷଣାର୍ଥ) (ହୃଦୟ ବା ମନ) ଅତ୍ୟନ୍ତ କ୍ଲିଷ୍ଟ ହେବା — (figurative) (mind) To be much distressed