କୋରାମୁଣ୍ତା Korāmuṇḍā

  • ପ୍ରାଦେ. (ଗଡ଼ଜାତ) ବି — ଗୋଟାକାଠକୁ ଫାଳଫାଳ କରି ଚିରିବାପାଇଁ ବ୍ଯବହୃତ ବଡ଼ ଠେକା ବା ମୁଗୁର — A big wooden hammer used in splitting up a log of wood