କୋରକିତ Korakita

  • ସଂ. ବିଣ. (କୋରକ+ସଂଜାତ ଅର୍ଥରେ. ଇତ) — କଢ଼ି ଧରିଥିବା — Budded
  • ସଂ. ବିଣ. (କୋରକ+ସଂଜାତ ଅର୍ଥରେ. ଇତ) — କଢ଼ ପରି ଆକୃତି କରାଯାଇଥିବା — Made up into the shape of a bud
  • ସଂ. ବିଣ. (କୋରକ+ସଂଜାତ ଅର୍ଥରେ. ଇତ) — କଢ଼ିରେ ଆବୃତ — Covered with buds (M.W.)