କୋରକ Koraka
- ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) — ଫୁଟି ନ ଥିବା ଫୁଲ; ମୁକୁଳ; କଢ଼ି — Unblown flower; bud
- ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) — ମୃଣାଳ — The stalk of lotus
- ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) — ମୃଣାଳର ଅଂଶୁ — The fibres of the stalk of lotus
- ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) — ଫୁଲର ଅଫୁଟା ଅବସ୍ଥା — The unblown state of a flower
- ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) — କକ୍କୋଳ ବା କାଙ୍କୋଳା ନାମକ ଔଷଧଗୁଳ୍ମ — A medicinal plant
- ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) — ସୁଗନ୍ଧବିଶେଷ; ଚୋରକ — A kind of perfume