କୋୟା Koyā

  • ପ୍ରାଦେ. (ବିଶାଖାପାଟଣା) — କଣ୍ଡା; ଅନାର୍ଯ୍ୟ ଜାତିବିଶେଷ — A race of aborigines
  • ପ୍ରାଦେ. (ବିଶାଖାପାଟଣା) — [ଦ୍ର—ଏମାନେ ବିଶାଖାପାଟଣାରେ ଭଦ୍ରାଚଳ ଅଞ୍ଚଳରେ ବାସ କରନ୍ତି।]