କୋମଳ ବଚନ Komaḻa bachana

  • ସଂ. ବି — ମଧୁର କଥା — Sweet words
  • ସଂ. ବିଣ. ପୁଂ. (ବହୁବ୍ରୀହି; କୋମଳ+ ବଚନ; ଯାହାର) — କଅଁଳକୁହା; ମଧୁର ଭାଷୀ — Speaking soft or sweet words