କୋପନ Kopana

  • ସଂ. ବିଣ. ପୁଂ. (କୃପ ଧାତୁ+କର୍ତ୍ତୃ. ଅନ) — ରାଗୁଆ; ରାଗୀ; ଯେ ଅଳ୍ପକେ ରାଗି ଯାଏ — Irascible; surly
  • ସଂ. ବିଣ. ପୁଂ. (କୃପ ଧାତୁ+କର୍ତ୍ତୃ. ଅନ) — କ୍ରୁଦ୍ଧ — Passionate; angry; wrathful; furious
  • ସଂ. ବିଣ. ପୁଂ. (କୃପ ଧାତୁ+କର୍ତ୍ତୃ. ଅନ) — ଯାହା ଶରୀରସ୍ଥ ବାତପିତ୍ତ ଓ କଫକୁ କୂପିତ କରାଏ — Causing morbid irritation or disorder of the humours of the body
  • ସଂ. ବି. — ରଗାଇବା — Irritating
  • ସଂ. ବି. — ରାଗିଯିବା — Becoming angry