କୋପନକ Kopanaka

  • ସଂ. ବିଣ. ପୁଂ. (କୋପନ+ସ୍ୱାର୍ଥେ. କେ) — ରାଗୀ; କ୍ରୁଦ୍ଧ — Angry
  • ସଂ. ବି. — ସୁଗନ୍ଧିବିଶେଷ — A kind of perfume