କୋନ୍ତି Koṇti

  • ଗ୍ରା. (ପ୍ରାଚୀନ ପଦ) ବି. (ସଂ. କୌନ୍ତେୟ) — କୁନ୍ତୀପୁତ୍ର; ଅର୍ଜୁନ — Arjuna, the son of Kuntī
  • ଗ୍ରା. (ପ୍ରାଚୀନ ପଦ) ବି. (ସଂ. କୌନ୍ତେୟ) — ଚାରି ଲକ୍ଷ ନଗ୍ର ତାକୁ ଖଟନ୍ତି, ଏଥି ଉପରେ ଶୁଣ କହି କୋନ୍ତି। ପ୍ରାଚୀ, ପରଚେଗୀତା।