କୋଦଣ୍ଡଧର Kodaṇḍadhara

  • ସଂ. ବିଣ. ପୁଂ. (କୋଦଣ୍ଡ+ଧୃ ଧାତୁ= ଧରିବା +କର୍ତ୍ତୃ. ଅ) — ଧନୁର୍ଦ୍ଧର — Holding or carrying a bow in the arms; armed with a bow
  • ସଂ. ବି. — ଶ୍ରୀରାମ — Ṡrīrāma
  • ସଂ. ବି. — କୋଦଣ୍ଡଧର କାନ୍ତା ହରାଇ ବୁଲନ୍ତି ବନଗିରି। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ସଂ. ବି. — [ଦ୍ର—ଏହି ଶବ୍ଦ ବିଶେଷ ଭାବରେ ଶ୍ରୀରାମଙ୍କ ଠାରେ ପ୍ରଯୁଜ୍ୟ ହୁଏ; କାରଣ ରାମାବତାରରେ ଶ୍ରୀରାମ ସର୍ବଦା ଧନୁଶର ବ୍ଯବହାର କରୁ ଥିଲେ।]