କୋଣିଆଇଁ ଚାହିଁବା Koṇiāiñ chāhiñbā

  • ଦେ. କ୍ରି — ଅପାଙ୍ଗଦୃଷ୍ଟି କରିବା; ବାଙ୍କଚାହାଣି କରିବା — To cast a sidelong glance; to ogle
  • ଦେ. କ୍ରି — କୋଣିଆଇଁ ଚାହିଁବାରେ ଆଖିଲଟା—ଦୀନକୃଷ୍ଣ, ରସକଲ୍ଲୋଳ।