କୋଠି କାଟିବା Koṭhi kāṭibā

  • ଦେ. କ୍ରି — ଭୂମି ବା କାନ୍ଥରେ ଚିତା ବା ମୁରୁଜ ଦ୍ୱାରା ମୁଣ୍ଡୁଳା ବା ଭିନ୍ନଭିନ୍ନ ଜ୍ୟାମିତିକ କ୍ଷେତ୍ର ରଚନା କରିବା — To draw different geometrical figures on the ground or any other surface
  • ଦେ. କ୍ରି — ପଶା ବା କଉଡ଼ି ବା ସତରଞ୍ଜ ଖେଳ ନିମନ୍ତେ ଘରା ଅଙ୍କିତ କରିବା — To draw squares for playing at chess etc
  • ଦେ. କ୍ରି — ମୁଣ୍ଡକୁ ଖିଅର କରି କଲୀ ରଖିବା — To make up artistic figures by shaving the crown of the head