କୋଠଖଳା Koṭha khaḻā
- ଦେ. ବି — ଯେଉଁ ଖଳାରେ ଗ୍ରାମବାସୀଙ୍କ ଇଜମାଲି ଶସ୍ୟ ଅମଳ କରାଯାଏ — The thrashing floor where paddy belonging to the villagers jointly is thrashed and granered
- ଦେ. ବି — ଗ୍ରାମର ଯେଉଁ ଖଳାରେ ବହୁ ଲୋକେ ଆଣି ନିଜନିଜର ଧାନ କାଟି ଜମା କରନ୍ତି ଓ ପରେ ଅମଳ କରି ନିଜ ନିଜ ଘରକୁ ନିଅନ୍ତି — A threshing floor where many villagers stock their paddy sheaves for threshing