କୋଟ୍ କରିବା Koṭ karibā

  • ଦେ. କ୍ରି. (ଇଂ. କ୍ୱୋଟ୍) — କୌଣସି ଉକ୍ତି ବା ଲିଖିତ ବିଷୟକୁ କଥାପ୍ରସଙ୍ଗରେ ଉଦ୍ଧାର କରିବା — To quote passage