କୋଟିନିଧି Koṭinidhi

  • ଦେ. ବି. (ସଂ. କୋଟି+ନିଧି) — ବହୁଧନ — Immense riches
  • ଦେ. ବି. (ସଂ. କୋଟି+ନିଧି) — ସୁରତି ନୁହେ ଏଡ଼େ ମୂଳ ଦର୍ଶନ କୋଟିନିଧି ଫଳ। ଭୂପତି, ପ୍ରେମପଞ୍ଚାମୃତ।