କୋଟିଜିତ୍ Koṭijit

  • ସଂ. ବି. (କୋଟି+ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ୱିପ୍) — (ଯେ କବିତ୍ୱରେ କୋଟିଏ କବିଙ୍କୁ ଜୟ କରିଥିଲେ) କାଳିଦାସଙ୍କ ନାମାନ୍ତର — An epithet of Kāḻidāsa