କୋଟିକେ ଗୋଟିଏ Koṭike goṭie

  • ଦେ. ବିଣ. — ବହୁସଂଖ୍ୟକ ବ୍ଯକ୍ତିଙ୍କ ମଧ୍ୟରୁ ଜଣେ — One in many; one out of many
  • ଦେ. ବିଣ. — ଭବସାଗରେ ଦେହ ଧରି କୋଟିକେ ଗୋଟିଏ ବା ତରି। ଜଗନ୍ନାଥ, ଭାଗବତ।