କୋଟିଆୟୁଷ Koṭiāyusha

  • ଦେ. ବି. — କୋଟି ବର୍ଷ ପରମାୟୁ; ବହୁକାଳ ବଞ୍ଚିବା (ଆଶୀର୍ବାଦସୂଚକ ବ୍ଯବହାର—ଯଥା; ତୋର କୋଟି ଆୟୁଷ ହେଉ=ତୁ ଦୀର୍ଘଜୀବୀ ହୋ) — Longevity; lifetime extending over a long number of years