କୋଟରାକ୍ଷ Koṭarāksha

  • ସଂ. ବିଣ. ପୁଂ (ବହୁବ୍ରୀହି; କୋଟର+ଅକ୍ଷି) — ଯାହାର ଆଖି କୋରଡ଼ ଭଳି ଭିତରକୁ ପଶି ଯାଇଅଛି — A person having sunken eyes (appearing like tree-holes)