କୋକଲି ଶୁଖୁଆ Kokali ṡukhuā

  • ଦେ. ବି — ଶୁଖା ହୋଇ ଖାଦ୍ୟ ନିମନ୍ତେ ରଖାଯିବା କୋକଲି ମାଛ; ପିତାଶୁଖୁଆ (ଏଥିରେ ଲୁଣ ଦିଆଯାଏ ନାହିଁ) — Dried small pickerel and other fry of the sea used for food