କୋକବନ୍ଧୁ Kokabandhu

  • ସଂ. ବି. ( 6 ଷ୍ଠୀ ତତ୍; କୋକ+ବନ୍ଧୁ) — ସୂର୍ଯ୍ୟ — The sun
  • ସଂ. ବି. ( 6 ଷ୍ଠୀ ତତ୍; କୋକ+ବନ୍ଧୁ) — [ଦ୍ର—ସୂର୍ଯ୍ୟାଦୟରେ କୋକଦମ୍ପତିର ମିଳନ ହୁଏ ବୋଲି ସୂର୍ଯ୍ୟଙ୍କୁ କୋକବନ୍ଧୁ କହନ୍ତି।]